29.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର ରୋଡ ପୋଲିସ ପକ୍ଷ ରୁ ଅମାନିଆ ଙ୍କ ଉପରେ ଜୋରିମାନା ଓ ମାସ୍କ ବଣ୍ଟନ

ଯାଜପୁର ରୋଡ ପୋଲିସ ପକ୍ଷ ରୁ ଅମାନିଆ ଙ୍କ ଉପରେ ଜୋରିମାନା ଓ ମାସ୍କ ବଣ୍ଟନ

 ଯାଜପୁର ରୋଡ ସହର କରୋନା କୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷ ରୁ ଲକ ଡାଉନ ପାଳନ କଡ଼ା କଡ଼ି  କରାଯାଇଛି ! କେତେକ ବିନା କାରଣ ରେ ସହର ରେ ବୁଲିବା ମାସ୍କ ନ ପିନ୍ଧିଵା ହେଲମେଟ ନ ବ୍ୟବହାର କରି ମାର୍କେଟ କୁ ଆସିବା ଓ ପରିବା ମାର୍କେଟ ରେ ସାଇକେଲ ବଦଳ ରେ ମୋଟର ସାଇକେଲ ରେ ଆସିଵା ଦ୍ୱାରା   61ମୋଟର ସାଇକେଲ ପାଇଁ  21 ହଜାର ଓ ମାସ୍କ ପାଇଁ 1600 ଜୋରିମାନା କରିଥିଲେ |
ସାମାଜିକ ଦୂରତା  ପାଇଁ ପୋଲିସ ପକ୍ଷ ରୁ ସଚେତନତା  କରାଯାଇଥିଲା ! ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି  ସୂଚନା ଦେଇ ଥିଲେ ! -ରିପୋର୍ଟ ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking