37.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟ ପାଇଁ ଖୁସି ଖବର : ଆଉ ୨ଜଣ କରୋନା ପଜେଟିଭ୍ ସୁସ୍ଥ

ରାଜ୍ୟ ପାଇଁ ଖୁସି ଖବର : ଆଉ ୨ଜଣ କରୋନା ପଜେଟିଭ୍ ସୁସ୍ଥ

ଭୁବନେଶ୍ୱର : ରାଜ୍ୟ ପାଇଁ ଆଶ୍ୱସ୍ତି । ପୁଣି ୨ କରୋନା ପଜେଟିଭ୍ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇ ଥିବା ୨ଜଣ ହେଲେ ଭୁବନେଶ୍ୱରର । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତରେ ସୁସ୍ଥ ହେଲେଣି ୨୧ଜଣ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗତ ଦୁଇଦିନ ହେଲା ରାଜ୍ୟରେ କୌଣସି କରୋନା ପଜେଟିଭ୍ ଆସିନି । ଦୁଇଦିନ ଭିତରେ ଯେତେ ନମୂନା ପରୀକ୍ଷା ହୋଇଛି ସବୁତକ ପଜେଟିଭ୍ ଆସିଛି । ହେଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦, ସେଥିରୁ ସ୍‌ୁସ୍ଥ ହୋଇ ହୋଇଛନ୍ତି ୨୧ଜଣ । ଜଣେ ମୃତ୍ୟୁବରଣ କରିଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ଚିକିତ୍ସିତ ଅଛନ୍ତି ୩୮ଜଣ ।
https://onakhabar.com/2020/04/17/woman-murdered-body-kept-in-suitcase-shahjahanpur/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking