35.1 C
Bhubaneswar
Wednesday, May 8, 2024
Homeଓଡିଶାକୋରେଇ ମିନା ବଜାର ଠାରେ ନୂତନ ଫେସନ ଶପ୍

କୋରେଇ ମିନା ବଜାର ଠାରେ ନୂତନ ଫେସନ ଶପ୍

ଯାଜପୁର : କୋରେଇ ବ୍ଲକ ଅନ୍ତର୍ଗତ କୋରେଇ ମିନା ବଜାର ଠାରେ ଆଜି ରାହାତ ଫେସନ ତରଫରୁ ଫେସନ ଶପ ଉଦଘାଟନ ହୋଇଯାଇଛି । ଏହି ଶୋରୁମକୁ ବର୍ଷିଆନ ସମାଜ ସେବୀ ମହମ୍ମଦ ହମିଦ ଉରଫ କୁନା ବାବୁ ଓ କୋରେଇ କାଁହୁଚରଣ ମହାବିଦ୍ୟାଳୟ ପ୍ରିନସିପାଲ ରିବନ କାଟି ଉଦଘାଟନ କରିଥିଲେ । ଏହି ଅବସରରେ ମୋହନ ସାର କହିଥିଲେ, ଗ୍ରାମାଂଚଳରେରେ ଏଭଳି ଶୋରୁମ କ୍ବଚିତ ଦେଖିବାକୁ ମିଳେ ଏବଂ କୋରେଇ ଅଂଚଳରେ ଏହା ପ୍ରଥମ କମ୍ପ୍ଲିଟ ଫେସନ ଶପ ନିନା ବାବୁଙ୍କ ବ୍ୟବହାର ଓ ଜିନ୍ସ, ଶାର୍ଟ, କୁନି କୁନି ପିଲାଙ୍କ କପଡାର କ୍ୱାଲିଟି ଓ ଦାମ ନିଶ୍ଚତ ଭାବେ ଗ୍ରାହକମାନଂକୁ ଆକର୍ଷିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking