35.1 C
Bhubaneswar
Wednesday, May 8, 2024
Homeଓଡିଶାହବିଷ୍ୟାଳୀଙ୍କ ପାଇଁ କଟକଣା ଲାଗୁ

ହବିଷ୍ୟାଳୀଙ୍କ ପାଇଁ କଟକଣା ଲାଗୁ

ଭୁବନେଶ୍ୱର: ଆରମ୍ଭ ହେଉଛି କାର୍ତ୍ତିକ ମାସ । କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ପାଇଁ ଲାଗୁ ହେଲା କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି । କଟକଣା ଅନୁସାରେ, ଅତିଆବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସନ୍ତୁ ନାହିଁ । ହବିଷ୍ୟାଳୀଙ୍କୁ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ଚଳିତ ବର୍ଷ ପୁରୀରେ ହବିଷ୍ୟାଳି ଶିବିର ନ କରିବାକୁ ପ୍ରଶାସନ ନିଷ୍ପତି । ନେଇଛି କୋଭିଡ ପାଇଁ ହବିଷ୍ୟାଳିଙ୍କୁ ପୁରୀ ନ ଆସିବାକୁ ମଧ୍ୟ ବାରଣ କରାଯାଇଛି । ପୁରୀ ନ ଆସିବାକୁ ହବିଷ୍ୟାଳିଙ୍କୁ ପ୍ରଶାସନ ଅନୁରୋଧ କରିଛି । ପ୍ରଶାସନ ନିଷ୍ପତି ନେଇ ପୁରୀ ଉପଜିଲାପାଳ ଭବତାରଣ ସାହୁ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking