30.1 C
Bhubaneswar
Saturday, May 18, 2024
Homeଓଡିଶାଦେବାଶିଷଙ୍କୁ ଟିକେଟ ଦେଲା କଂଗ୍ରେସ

ଦେବାଶିଷଙ୍କୁ ଟିକେଟ ଦେଲା କଂଗ୍ରେସ

ଭୁବନେଶ୍ୱର: ଗତକାଲି କଂଗ୍ରେସରେ ମିଶିଥିବା ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କୁ ଦଳ ଟିକେଟ ଦେଇଛି । ବରୀ ବିଧାନସଭା ଆସନରୁ ଲଢିବା ପାଇଁ କଂଗ୍ରେସ ଶ୍ରୀ ନାୟକଙ୍କୁ ପ୍ରାର୍ଥୀ କରିଛି ।

ପ୍ରକାଶ ଯେ ଶ୍ରୀ ନାୟକ ପ୍ରଥମେ ବିଜେଡି ଛାଡ଼ି ବିଜେଡିରେ ମିଶିଥିଲେ । ସେ ବରୀରୁ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ଫଳରେ ସେ ଗତକାଲି ବିଜେପି ଛାଡ଼ି କଂଗ୍ରେସରେ ମିଶିଥିଲେ । ଆଉ ଆଜି ଦଳ ପୂର୍ବରୁ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଇ ଦେବାଶିଷ ନାୟକଙ୍କୁ ବରୀ ବିଧାନସଭା ଆସନ ପାଇଁ ଟିକେଟ ଦେଇଛି । ଆରତୀ ଦେଓଙ୍କୁ ପରିବର୍ତ୍ତନ କରି ଦଳ ଶ୍ରୀ ନାୟକଙ୍କୁ ଟିକେଟ ଦେଇଛି ।

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ନୀଳଗିରିରୁ ପ୍ରାର୍ଥୀ ହେଲେ ଅକ୍ଷୟ ଆଚାର୍ଯ୍ୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking