32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଘରୋଇ ହସ୍ପିଟାଲ ପାଇଁ କୋଭିଡ ନିର୍ଦ୍ଦେଶନାମା

ଘରୋଇ ହସ୍ପିଟାଲ ପାଇଁ କୋଭିଡ ନିର୍ଦ୍ଦେଶନାମା

ଭୁବନେଶ୍ୱର: ଘରୋଇ ହସ୍ପିଟାଲମାନଙ୍କୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲମାନଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ସାଧାରଣ ବେଡର ୫୦ ପ୍ରତିଶତ କରୋନା ରୋଗୀଙ୍କ ପାଇଁ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇସିୟୁ ବେଡର ୮୦ ପ୍ରତିଶତ କୋରନା ରୋଗୀଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଆବଶ୍ୟକ ପଡିଲେ ହସ୍ପିଟାଲକୁ କୋଭିଡ ହସ୍ପିଟାଲକୁ ପରିବର୍ତନ କରାଯିବ । ରାଜ୍ୟରେ ୫ଟି ମହାନଗର ନିଗମରେ ଥିବା ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ୫ ମହାନଗର ନିଗମ ହେଉଛି- ଭୁବନେଶ୍ୱର, କଟକ,ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking