35.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଖୋଲିଲା ଜଲେଜ

ଖୋଲିଲା ଜଲେଜ

ଭୁବନେଶ୍ୱର : କୋରନା ମହାମାରୀର କଟକଣା ମଧ୍ୟରେ ଦିର୍ଘ ୧୦ ମାସ ଧରିି ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ପରେ ଆଜିଠାରୁ ଯୁକ୍ତ ତିନି ୨ୟ ବର୍ଷ ଏବଂ ପିଜି ପାଠ ପଢା ଆରମ୍ଭ ହୋଇଛି । ଏଥିପାଇଁର୍ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯିବା ସହିତ ଶ୍ରେଣୀ ଗୃହ ଗୁଡିକ ସାନିଟାଇଜ୍‌ଡ କରାଯାଇଛି ।

ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ , ସାନିଟାଇଜରର ବ୍ୟବସ୍ଥା କୁ କଡାକଡି ଭାବେ ପାଳନ କରାଯାଉଛି । ଛାତ୍ରଛାତ୍ରୀମାନେ କିପରି ଏହି ସବୁ ନିୟମକୁ ମାନିବେ ସେନେଇ ମହାବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦଶ ଜାରି କରାଯଇଛି । ସେହିପରି ଆଜିଠାରୁ ରାଜ୍ୟର ଇଞ୍ଜିନିୟର କଲେଜ ଗୁଡିକ ମଧ୍ୟ ଖୋଲିଛି । ୧୭ ତାରିଖରୁ ପାଠପଢା ଆରମ୍ଭ ହେବ ।

ଏହାପୁର୍ବରୁ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ଲାସ ଚାଲିଥିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking