30.1 C
Bhubaneswar
Monday, May 20, 2024
Homeଖେଳଏଏଫ୍‌ସି ମହିଳା ଚାମ୍ପିଅନ୍ସ ଲିଗ୍ ୨୦୨୪-୨୫; ଭାରତର ପ୍ରତିନିଧିତ୍ୱ କରିବ ଓଡ଼ିଶା ଏଫ୍‌ସି

ଏଏଫ୍‌ସି ମହିଳା ଚାମ୍ପିଅନ୍ସ ଲିଗ୍ ୨୦୨୪-୨୫; ଭାରତର ପ୍ରତିନିଧିତ୍ୱ କରିବ ଓଡ଼ିଶା ଏଫ୍‌ସି

ନୂଆଦିଲ୍ଲୀ : ପ୍ରଥମ ଏଏଫ୍‌ସି ମହିଳା ଚାମ୍ପିଅନ୍‌ସ ଲିଗ୍ ୨୦୨୪-୨୫ରେ ଆଇଡବ୍‌ଲ୍ୟୁଏଲ୍ ବିଜେତା ଓଡ଼ିଶା ଏଫ୍‌ସି ଭାରତର ପ୍ରତିନିଧିତ୍ୱ କରିବ । ଏସିଆନ୍ ଫୁଟ୍‌ବଲ୍ କନ୍‌ଫେଡେରେସନ୍ (ଏଏଫ୍‌ସି) ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ସଂସ୍କରଣରେ ଭାରତର ଅଂଶଗ୍ରହଣ ସ୍ପଷ୍ଟ କରିବା ପରେ ଏହା ଜଣାପଡ଼ିଛି । ଭାରତର ଶୀର୍ଷସ୍ତରୀୟ ମହିଳା ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ୍ ଇଣ୍ଡିଆନ୍ ୱିମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍‌) ୨୦୨୩-୨୪ ସଂସ୍କରଣରେ ଓଡ଼ିଶା ଏଫ୍‌ସି ଟାଇଟଲ୍ ବିଜେତା ହୋଇଥିଲା । ଏଏଫ୍‌ସି ମହିଳା ଚାମ୍ପିଅନ୍ସ ଲିଗ୍ ନୂଆ ଫର୍ମାଟ୍‌ରେ ଖେଳାଯିବ ଏବଂ ଏଥିରେ ୨୦ ଦେଶ ଭାଗନେବେ । ଟୁର୍ଣ୍ଣାମେଣ୍ଟ୍‌ରେ ଏକ ପ୍ରିଲିମିନାରୀ ରାଉଣ୍ଡ୍ ରହିବ ଏହାପରେ ଗ୍ରୁପ୍ ଷ୍ଟେଜ୍ ଓ ନକ୍‌ଆଉଟ୍ ରାଉଣ୍ଡ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking