30.1 C
Bhubaneswar
Monday, May 20, 2024
Homeଓଡିଶାରାଜ୍ୟରେ ୭୮୬ଟି ଅଶୁଂଘାତ ମାମଲା

ରାଜ୍ୟରେ ୭୮୬ଟି ଅଶୁଂଘାତ ମାମଲା

ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୩ଟି ପୃଥକ ପୃଥକ ଜାଗାରେ ଢେଙ୍କାନାଳ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ଅଶୁଂଘାତ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୋଟ୍ ୭୮୬ଟି ଅଂଶୁଘାତ ମାମଲା ଆସିଛି । ତେବେ ୧୭ ଜଣଙ୍କର ମୃତ୍ୟୁର ତଦନ୍ତ ଚାଲିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକସ ସୂଚନା ଦେଇଛନ୍ତି ।

ଆହୁରି ୫ ଦିନ ବର୍ଷା !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking