30.1 C
Bhubaneswar
Monday, May 20, 2024
Homeଓଡିଶାଆହୁରି ୫ ଦିନ ବର୍ଷା !

ଆହୁରି ୫ ଦିନ ବର୍ଷା !

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବ ହେତୁ ଆଜି ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡିଶାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ , କେନ୍ଦୁଝର , ବାଲେଶ୍ୱର ଓ ଭଦ୍ରକରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହା ଭୁବନେଶ୍ୱର ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମବହାନ୍ତି ସୂଚନା ଦେଇଛନ୍ତି । କାଳବୈଶାଖୀ ପ୍ରଭାବରେ ଆଜି ଟ୍ୱିନସିଟିରେ ଝଡବର୍ଷାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବ ୫ ଦିନ ଯାଏଁ ରହିବ ଏବଂ ଦିନର ତାପମାତ୍ରା ବଢିବନି । ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ୨୪ ମିମି ବର୍ଷା ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking