27.1 C
Bhubaneswar
Wednesday, May 8, 2024
Homeଓଡିଶାଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ

ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ

ଭୁବନେଶ୍ୱର: ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ । ୬୩ ବର୍ଷ ବୟସରେ ଶେଷ ନିଃଶାସ ତ୍ୟାଗ କଲେ ବିରାଜଦାସ । କିଛି ଦିନ ଧରି ବିରାଜ ଦାସ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ରାତି ପ୍ରାୟ ୯ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି ।

କର୍କଟରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସଙ୍କ ପକ୍ଷରୁ ସୂଚନା ମିଳଛି। ଅନେକ ଟିଭି ସିରିୟଲ, ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ଓଲିଡଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking