33.1 C
Bhubaneswar
Tuesday, May 28, 2024
Homeଓଡିଶାଚେକିଂ ବେଳେ କାରରୁ ମିଳିଲା ୫ ଲକ୍ଷ

ଚେକିଂ ବେଳେ କାରରୁ ମିଳିଲା ୫ ଲକ୍ଷ

ବଲାଙ୍ଗିର : ଚେକିଂ ବେଳେ କାର ଭିତରୁ ମିଳିଲା ୫ ଲକ୍ଷ ଟଙ୍କା। ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ଏହି ଟଙ୍କା ଜବତ କରିଛି। ପୁଲିସ ଏହି ଟଙ୍କାକୁ  ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି। ନିର୍ବାଚନ ପାଇଁ ଚାରିଆଡେ କଢ଼ାକଢ଼ି ଭାବେ ଚେକିଂ ଚାଲିଛି। ଗତକାଲି ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରେ ଚେକି ଚାଲିଥିବା ବେଳେ ପୁଲିସ ଏକ କାର୍‌ରୁ ୫ ଲକ୍ଷ ଟଙ୍କା ଜବତ କରିଥିଲା। ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ କାର୍ ଥିବା ଚାଳକ ସନ୍ତୋଜନକ ଉତ୍ତର ଦେଇ ପାରି ନଥିଲେ।ପରେ ପୁଲିସର ସନ୍ଦେହ ବ‍ଢ଼ିଥିଲା। ପୁଲିସ ଟଙ୍କାକୁ ଜବତ କରି ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିବା ସହ ନାଘନା ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking