ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍

ନିଆଳି : ପୁରୀ ଜଗନ୍ନାଥଙ୍କ ମନ୍ଦିର ପରେ‌ ଏବେ ଭୁବନେଶ୍ୱର ୬୪ ଯୋଗିନୀ ପୀଠ ପରିସରରୁ ଭିଡିଓ ଭାଇରାଲ । ମନ୍ଦିର ଭିତରେ ଯୁବତୀଙ୍କ ଇନଷ୍ଟାଗ୍ରାମ ରିଲ୍ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ । ଇନଷ୍ଟାଗ୍ରାମ ରିଲ୍ କରି ବିବାଦକୁ ଆସିଛନ୍ତି ଆଉ ଜଣେ ଯୁବତୀ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ମହାମାୟା ଚଉଷଠି ଯୋଗିନୀଙ୍କ ମନ୍ଦିର ଭିତରେ ଯୁବତୀ ଜଣକ ଏହି ଭିଡିଓ କରିଛନ୍ତି । ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍, … Continue reading ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍