32.1 C
Bhubaneswar
Friday, April 26, 2024
Homeଓଡିଶାରଙ୍ଗ୍ ଡ୍ରାଇଭ୍ କଲେ ହେବ ଚକା ଲିକ୍!

ରଙ୍ଗ୍ ଡ୍ରାଇଭ୍ କଲେ ହେବ ଚକା ଲିକ୍!

ଭୁବନେଶ୍ୱର : ରଙ୍ଗ୍ ଡ୍ରାଇଭ୍ ଠୁ ସାବଧାନ । ଏଣିକି ରଙ୍ଗ୍ ଡ୍ରାଇଭ୍ କଲେ ହେବ ଚକା ଲିକ୍ । ରଙ୍ଗ୍ ଡ୍ରାଇଭ୍ କୁ ରାକିବା ପାଇଁ ଲାଗିବ ସ୍ପାଇକ୍ ବ୍ୟାରିଅର୍ । ସ୍ପାଇକ୍ ବ୍ୟାରିଅର୍ ଲଗାଯିବାକୁ କମିଶନରେଟ ପୋଲିସ୍ ର ନିଷ୍ପତ୍ତି । କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ ଡ୍ରାଇଭିଂ ପଏଣ୍ଟ ରହିଛି । ସେଥିମଧ୍ୟରୁ ଦୈତନଗରୀର ୩୨ଟି ସ୍ପର୍ଶକତାର ସ୍ଥାନ ଚିହ୍ନଟ ହୋଇଛି । ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷା ମୂଳକ ଭାବେ ସ୍ପାଇକ୍ ବ୍ୟାରିଅର୍ ଲଗାଯିବ । ପୁର୍ବରୁ ପୁନେ , ହାଇଦ୍ରାବାଦ,ନୋଇଡାରେ ସ୍ପାଇକ୍ ବ୍ୟାରିଅର୍ ଲାଗିଛି । ଖୁବ ଶୀଘ୍ର ଟ୍ୱିନ ସିଟି ରେ ଲାଗିବ ଏହି ବ୍ୟବସ୍ଥା ।
https://onakhabar.com/2020/02/05/nirvaya-case-7/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking