26.1 C
Bhubaneswar
Wednesday, May 8, 2024
Homeଓଡିଶାପତ୍ନୀ ସହ ଝିଅ ନିଖୋଜ

ପତ୍ନୀ ସହ ଝିଅ ନିଖୋଜ

ବାରିକପୁର: ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅଧିନ ମଢ଼ିଆଳି ଗ୍ରାମର ଜନୈକ ମହିଳା ନିଜ ଝିଅ ସହିତ ନିଖୋଜ ଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗ୍ରାମର ଜଣେ ମହିଳା ତାଙ୍କ ଛୋଟ ଶିଶୁ କନ୍ୟାକୁ ଧରି ଗତ ୫ ତାରିଖ ସକାଳ ପ୍ରାୟ ୧୧ଟା ବେଳେ ନିକଟ ମେଡିକାଲକୁ ଯାଇଥିଲେ । ସେ ଫେରିବା ଡେରି ହେବାରୁ ତାଙ୍କ ସ୍ୱାମୀ ବହୁ ଖୋଜାଖୋଜି କରିଥିଲେ, ହେଲେ ମହିଳାଙ୍କର କୌଣସି ସନ୍ଧାନ ମିଳିନଥିଲା । ଘରୁ ଗଲାବେଳେ ସେ କିଛି ସୁନା ଅଳଙ୍କାର ଓ ୧୦ ହଜାର ଟଙ୍କା ସାଙ୍ଗରେ ନେଇଯାଇଥିବା ଜଣାପଡ଼ିଛି । ପତ୍ନୀ ଓ ଶିଶୁ କନ୍ୟା ନିଖୋଜ ହୋଇଥିବା ନେଇ ସ୍ୱାମୀ ଜଣକ ପୁଲିସ ନିକଟରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ସୁପ୍ରିମ୍‌କୋର୍ଟରେ ଡିସିପିସିଆର୍‌ର ଆବେଦନ; ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟସନ୍ତାନ ଗ୍ରହଣ ଅନୁମତି ମିଳୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking