ସୁପ୍ରିମ୍‌କୋର୍ଟରେ ଡିସିପିସିଆର୍‌ର ଆବେଦନ; ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟସନ୍ତାନ ଗ୍ରହଣ ଅନୁମତି ମିଳୁ

ନୂଆଦିଲ୍ଲୀ: ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ସରକାରଙ୍କ ଶିଶୁ ଅଧିକାର ସଂରକ୍ଷଣ କମିଶନ (ଡିସିପିସିଆର୍‌) ପକ୍ଷରୁ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି । ଏଥିପାଇଁ ପିଟିସନ୍‌ରେ ବିଭିନ୍ନ ତର୍କ ମଧ୍ୟ ଦିଆଯାଇଛି । ଏହା ସହିତ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନ ସହିତ ଏହାର ଶୁଣାଣି ପାଇଁ କମିଶନ୍ ଦାବି କରିଛି । ସୁପ୍ରିମ୍‌କୋର୍ଟଙ୍କ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏପ୍ରିଲ୍ ୧୮ରେ ଏହି … Continue reading ସୁପ୍ରିମ୍‌କୋର୍ଟରେ ଡିସିପିସିଆର୍‌ର ଆବେଦନ; ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟସନ୍ତାନ ଗ୍ରହଣ ଅନୁମତି ମିଳୁ