32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମମତାଙ୍କୁ ଆକ୍ରମଣ

ମମତାଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନନ୍ଦୀଗ୍ରାମରେ ଆକ୍ରମଣ କରାଯାଇଛି । ସେ ସେଠାକୁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯାଇଥିଲେ । ସୂଚନା ଅନୁସାରେ, ମମତାଙ୍କ ଗୋଡରେ ଆଘାତ ଲାଗିଛି । ମମତା ନନ୍ଦୀଗ୍ରାମରେ ରାତି ରେ ରହିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ସେ ଏବେ କୋଲକାତା ଫେରିଆସିଛନ୍ତି । ତେବେ ଭିଜୁଆଲରେ ଆମେ ଦେଖିପାରିବା ସିକ୍ୟୁରାଟ ଗାର୍ଡଙ୍କୁ ୬୬ ବର୍ଷୀୟ ମମତାଙ୍କୁ ଉଠାଇ ପଛ ସିଟରେ ବସାଉଥିବା ଦେଖା ଯାଉଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଆସନ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ସେଠାରେ ମମତାଙ୍କ ସହିତ ମୁକାବିଲା କରିବେ ପୂର୍ବ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking