32.1 C
Bhubaneswar
Friday, April 26, 2024
Homeଓଡିଶାସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍

ସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ସ୍ୱାଧୀନତା ଦିବସ ଆସୁଥିବା ବେଳେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର କୋଭିଡ କଟକଣାରେ ପାଳନ ହେବ ସ୍ୱାଧୀନତୀ ଦିବସ । ପ୍ରଦର୍ଶନୀ ପଡ଼ିଆରେ ହେବ ପତାକା ଉତ୍ତୋଳନ ହେବ । ତେବେ ସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍ । ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେବେନି କି ଜନ ସମାଗମ ମଧ୍ୟ ହେବନି ।

ଅନ୍ୟପଟେ ରାଜ୍ୟରେ ୨୪ଘଣ୍ଟାରେ ୪୮୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୮୫ ଓ ସ୍ଥାନୀୟ ସଂକ୍ରମଣରୁ ୨୦୨ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍‌ ବୟସ ବର୍ଗର ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ୧୩୭, ଖୋର୍ଦ୍ଧା ୭୮, ସମ୍ବଲପୁରରୁ ୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫ ହଜାର ୫୪୯କୁ ବୃଦ୍ଧି ପାଇଛି । ରାଜ୍ୟରେ କୋରୋନା ୨ ଜୀବନ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking