32.1 C
Bhubaneswar
Friday, April 26, 2024
Homeଓଡିଶାଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣା : ଷ୍ଟାଡିୟମ୍ ସିଲ୍

ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣା : ଷ୍ଟାଡିୟମ୍ ସିଲ୍

ବଲାଙ୍ଗୀର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଜୋରଦାର୍ ଚାଲିଛି ତନାଘନା । ମମିତାଙ୍କ ହତ୍ୟା ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଆଜି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯିବ । ଏହି ପରିପ୍ରେକ୍ଷୀରେ ଆଜି ଷ୍ଟାଡିୟମ୍ ପରିସରରେ ମୁତୟନ ହୋଇଛନ୍ତି ୧ ପ୍ଲାଟୁନ୍ ଫୋର୍ସ ଏବଂ କଡ଼ା ସୁରକ୍ଷା ବଳ ଭିତରେ ଖୋଳାଯିବ । ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଖୋଳାଯିବା ପାଇଁ ପୁରା ଷ୍ଟାଡିୟମ୍ କୁ ସିଲ୍ କରିଦିଆଯାଇଛି । ତେବେ ଷ୍ଟାଡିୟମ୍ ପରିସରରେ ଜେସିବି ଦ୍ୱାରା ମାଟି ଖୋଳା ଆରମ୍ଭ ହେବ । ଏଥିରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ପୋଲିସ୍ ଅନୁମାନ କରୁଛି । ନିଖୋଜ ଶିକ୍ଷୟତ୍ରୀଙ୍କୁ ଏଠାରେ ହତ୍ୟା କରି ପୋତିଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking