26.1 C
Bhubaneswar
Wednesday, May 8, 2024
Homeଅପରାଧଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର୍ ଜବତ, ୩ ଗିରଫ

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର୍ ଜବତ, ୩ ଗିରଫ

ଜଳେଶ୍ୱର : ଜଳେଶ୍ୱରରୁ ଅଢ଼େଇ କୋଟି ଟଙ୍କାର ଧଳା ଜହର ଜବତ ହୋଇଛି । ଏହି କାରବାର କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡେଶ୍ୱରପୁରରେ ଅବକାରୀ ବିଭାଗ ଓ ପୋଲିସ୍ ମିଳିତ ଭାବରେ ଚଢ଼ାଉ କରିଥିଲେ । ଘରେ ଚଢ଼ାଉ ବେଳେ ୨ କିଲୋ ୪୦୦ ଗ୍ରାମ ବାଉନସୁଗାର୍ ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ୨ ଜଣ ମହିଳାଙ୍କ ସମତେ ଜଣେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking