29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଯାଜପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଯାଜପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଯାଯପୁର : ଯାଯପୁର କଳିଆପାଣି ଥାନା କଲରଙ୍ଗା ଖଣି ଅଞ୍ଚଳରେ ଗତ ୭ ତାରିଖ ରତିରେ ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି । ଡୁବୁରୀ ଅଞ୍ଚଳରେ ଜଣେ ଛାତ୍ରୀ ବ୍ରାହ୍ମଣପାଳ ସ୍ଥିତ ଏକ ଘରୋଇ କମ୍ପାନୀରୁ ଛାତ୍ରବୃତ୍ତି ନେବାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ କାଳିଆପାଣି ଆସିଥିଲେ । ସେଠାରେ ୪ ଜଣ ଦୁବୁର୍ତ୍ତ ସେମାନଙ୍କୁ ଅନୁସରଣ କରି କଲରଙ୍ଗୀ ନିକଟରେ ଏକ ନିଚ୍ଛାଟିଆ ରାସ୍ତାରେ ଅଟକାଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।

ଛାତ୍ରୀ ଜଣଙ୍କ ଅସହାୟ ଅବସ୍ଥାରେ ଖସି ପଳାଇ ପାଖରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ଘରେ ପଶି ଯାଇଥିିଲେ । ସଂମ୍ପୃକ୍ତ ମହିଳାଙ୍କ ଠାରୁ ଖବର ପାଇ କାଳିଆପାଣି ପୋଲିସ ଛାତ୍ରୀଙ୍କ ଉଦ୍ଧାର କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ତେବେ ଜାମିନ ମଞ୍ଜୁର ନହେବାରୁ ସେମାନଙ୍କୁ ଜେଲ ପଠଇ ଦିଆଯାଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଓଆଇଏସଏଫର ରୋଷେୟା ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking