30.1 C
Bhubaneswar
Friday, April 26, 2024
Homeଓଡିଶାଗ୍ରୀନ ଜୋନରେ ଚାଲିବ ବସ

ଗ୍ରୀନ ଜୋନରେ ଚାଲିବ ବସ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ ଡାଉନରେ ଏବେ ତିନୋଟି ଜୋନ ଯଥା, ଗ୍ରୀନ, ଅରେଞ୍ଜ ଏବଂ ରେଡରେ ସମସ୍ତ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଗ୍ରୀନ ଜୋନରେ ଏବେ ବସ ଚଳାଚଳ କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଆଜି ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ତେବେ କେବଳ ଗ୍ରୀନ ଜୋନ୍ ଜିଲ୍ଲା ମଧ୍ୟରେ ବସ ଚାଲିପାରିବ ଏବଂ ପାଖ ଜିଲ୍ଲା ଗ୍ରୀନ ଜୋନ ହୋଇଥିଲେ ବି ବସ ଚାଲିପାରିବ ବୋଲି ସେ କହିଛନ୍ତି । ହେଲେ ଦୁଇଟି ଜୋନରେ ରେଡ ଜୋନ କିମ୍ବା ଅରେଞ୍ଜ ଜୋନ ଥିଲେ ବସ ଗଡିପାରିବ ନାହିଁ । ରେଡ୍ ଓ ଅରେଞ୍ଜ ଜୋନ ମଧ୍ୟରେ ବସ ଚଳାଚଳକୁ ଅନୁମତି ନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking