33.1 C
Bhubaneswar
Saturday, April 27, 2024
Homeଓଡିଶାରେଳ ବଜେଟ୍: ଓଡ଼ିଶା ପାଇବ ୪୩୭୩ କୋଟି

ରେଳ ବଜେଟ୍: ଓଡ଼ିଶା ପାଇବ ୪୩୭୩ କୋଟି

ଭୁବନେଶ୍ୱର : ଚଳିତ ବର୍ଷ ପ୍ରଥମ ବଜେଟ୍ ଫେବୃଆରୀ ୦୧ରେ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରେଲଓ୍ଵେ ବଜେଟରେ ପୂର୍ବତଟ୍ ରେଲଓ୍ଵେକୁ ୫୮୬୫ ଟଙ୍କାର ଅନୁଦାନ ଦିଆଯାଇଛି। ସେଥିରେ ଓଡ଼ିଶାକୁ ୪୩୭୩ କୋଟି ଅନୁଦାନ ମିଳିଛି। ବିଭିନ୍ନ ସ୍ଥାନରେ ଓଭରବ୍ରିଜ, ଅଣ୍ଡରବ୍ରିଜ ନିର୍ମାଣ ପାଇଁ ୧୧୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ଲାଇନକୁ ମଞ୍ଜୁରୀ ମିଳିଛି। ସେହି ପରି ୨୪୧ କିମି ନୂତନ ଲାଇନ ପାଇଁ ଖର୍ଚ୍ଚ ଅଟକଳ ୨୯୫୭ କୋଟି ଟଙ୍କା ରହିଛି। ନୀତି ଆୟୋଗଙ୍କ ମଞ୍ଜୁରୀ ମିଳିବା ପରେ ନୂଆ ପ୍ରକଳ୍ପକୁ ଅନୁଦାନ ମିଳିବ। ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ମିଳିଛି କମ ଅର୍ଥ ।
https://onakhabar.com/2020/02/05/center-minister-dharmendra-pradhan-16/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking