29.1 C
Bhubaneswar
Monday, May 6, 2024
Homeଓଡିଶାବିକାଶ କାହାର ହୋଇଛି : ପ୍ରଦୀପ

ବିକାଶ କାହାର ହୋଇଛି : ପ୍ରଦୀପ

ଭୁବନେଶ୍ୱର : ବିରୋଧୀ ବିକାଶରେ ବାଧା ସୃଷ୍ଟି କରୁଥିବା ନେଇ ନବୀନଙ୍କ ଆରୋପ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ବିକାଶ କାହାର ହୋଇଛି, ବିକାଶ ନବୀନ ଓ ପାଣ୍ଡିଆନଙ୍କର ହୋଇଛି । ପଦ୍ମପୁରକୁ ଜିଲ୍ଲା ଓ ବରିଷ୍ଠଙ୍କୁ ରାଜ୍ୟସଭା ପଠାଇବା ନେଇ ସେ ମିଛ କହିଲେ । ମିଛ କହୁଥିବା ବ୍ୟକ୍ତିଙ୍କୁ ଓଡିଶା ଲୋକ ଆଉ ସୁଯୋଗ ଦେବେ ନାହିଁ । ଏବେ ଯୋଡି ଶଙ୍ଖ କଥା କହୁଛନ୍ତି, କାହିଁକି ଯୋଡି ଶଙ୍ଖ ଆବଶ୍ୟକ ପଡିଲା । ଦିଲ୍ଲୀ ଯାଇ ବିଜେଡି ସାଂସଦମାନେ କଣ କରିବେ ବୋଲି ବି ପ୍ରଶ୍ନ କଲେ ପ୍ରଦୀପ । କ୍ରିତଦାସ, ପରିଧୀନ ଲୋକଙ୍କୁ ଓଡିଶାବାସୀ ନିର୍ବାଚିତ କରିବେନି ବୋଲି କହିଛନ୍ତି ପ୍ରଦୀପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking