39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପ୍ରଧାନ ମନ୍ତ୍ରୀଙ୍କୁ ମୋଦୀଙ୍କୁ ମିଳିଲା ‘ଲିଜିୟନ ଅଫ ମେରିଟ’ ସମ୍ମାନ

ପ୍ରଧାନ ମନ୍ତ୍ରୀଙ୍କୁ ମୋଦୀଙ୍କୁ ମିଳିଲା ‘ଲିଜିୟନ ଅଫ ମେରିଟ’ ସମ୍ମାନ

ଆମେରିକା : ଭାରତର ରଣନୀତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଛି ‘ଲିଜିୟନ ଅଫ ମେରିଟ’ ସମ୍ମାନ । ଏହି ସମ୍ମାନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆ ଯାଇଛି । ଏହା ଆମେରିକାର ସର୍ବୋଚ୍ଚ ସମ୍ମାନ ଅଟେ । ଏହା ନେଇ ବିବୃତି ଜାରି କରାଯାଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ । ଏହି ସମ୍ମାନ ମୋଦୀଙ୍କ ନେତୃତ୍ୱ ଓ ଭାରତକୁ ବିଶ୍ୱଶକ୍ତି ଭାବରେ ପରିଚୟ ଦେବାର ଉଦ୍ୟମ ପାଇଁ ପ୍ରଦାନ କରାଯାଇଛି । ଏନେଇ ଆମେରିକାର ଜାତୀୟ ସୁରକ୍ଷାଦାତା ବ୍ରାଇନ ଟ୍ୱିଟ କରି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking