30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଏସଆଟି ମୁଖ୍ୟଙ୍କ ନାଁରେ ଥାନାରେ ଏତଲା

ଏସଆଟି ମୁଖ୍ୟଙ୍କ ନାଁରେ ଥାନାରେ ଏତଲା

ନୟାଗଡ଼ :  ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏକ ନୂଆ ମୋଡ଼ ସାମନାକୁ ଆସିଛି । ସରୋଜ ସେଠୀଙ୍କ ମା’ ଆଜି ସକାଳେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ ନିର୍ଦ୍ଦୋଶ ଓ ତାକୁ ଫସାଇ ଦିଆଯାଇଛି  ଓ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଛି ବୋଲି କହିଛନ୍ତି ସରୋଜଙ୍କ  ମାଁ । ଡ଼େମୋ ଦେଖାଇବାକୁ ଯାଇ ଏସଆଟି ଟିମ ସରୋଜଙ୍କୁ ଘରୁ ଆଣିଥିଲେ । ତାର ବାପା ନାହାନ୍ତି ତେଣୁ ‌ଘର ଚଳାଇବାକୁ ୫ ଲକ୍ଷ ଟଙ୍କା ନେଇ ମାନିଯିବାକୁ ବାଧ୍ୟ କରିଥିଲେ । ଏହା ସହ ଗାଳି ଗୁଲଜ ମଧ୍ୟ କରିଥିଲେ । ସୂଚନାଯୋଗ୍ୟ ଯେ ଏସଆଇଟି ସରୋଜକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲ । ଯାହା ଆଜି ଠାରୁ ଆରମ୍ଭ ହେବ ।  ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ କହିବା ଅନୁସାରେ ସରୋଜ ହିଁ ଅଭିଯୁକ୍ତ ଓ ତାଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ।

Outdoor saunas and wooden hot tubs link

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking