29.1 C
Bhubaneswar
Saturday, April 27, 2024
Homeଓଡିଶାଓଡ଼ିଶା ର ୧୪ ଜଣ ଙ୍କୁ ପୋଲିସ ପଦକ

ଓଡ଼ିଶା ର ୧୪ ଜଣ ଙ୍କୁ ପୋଲିସ ପଦକ

ଭୁବନେଶ୍ଵର: ରାତି ପାହିଲେ ସ୍ବାଧିନତା ଦିବସ । ଏଥିପାଇଁ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କରୋନା ପାଇଁ ଏଥର ଆଡମ୍ବର ଭାବରେ ଏହା ପାଳନ କରାଯିବ ନାହିଁ । ହେଲେ ଏହା ପୂର୍ବରୁ ପୋଲିସ ପଦକ ତାଲିକା ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଓଡିଶାର ୧୪ ଜଣଙ୍କୁ ମିଳିବ ପୋଲିସ ପଦକ । ଏଥିରେ ବିଶିଷ ସେବା ପାଇଁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ସେହିପରି ଉକ୍ରୃଷ୍ଟ ସେବା ପଦକ ୧୨ ଜଣ ପାଇବେ । ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ ପଦକ ପାଇଁ ଘୋଷଣା କରାଯାଇଛି । ସୂଚନା ଯୋଗ୍ୟ ଦେଶ ସମେତ ରାଜ୍ୟରେ ଏବେ ସଂକ୍ରମଣ ହାର ବୃଦ୍ଧି ପାଇଛି । 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking