40.1 C
Bhubaneswar
Thursday, April 25, 2024
Homeଓଡିଶାଭିଜିଲାନ୍ସ କହି କଳା କନା ବୁଲାଇଲେ

ଭିଜିଲାନ୍ସ କହି କଳା କନା ବୁଲାଇଲେ

ଭୁବନେଶ୍ଵର: ପୋଲିସ ଯେତେ ଚାଲାକ୍ ହେଲେ ଚୋର ତା’ଠାରୁ ଅଧିକ ଚାଲାକ୍ ହୋଇଥାଏ । ଏବେ ଚୋରି କରିବାକୁ ଦିନକୁ ଦିନ ସେମାନେ ଭିନ୍ନ ଭିନ୍ନ ଉପାୟ ଆପଣେଇବାରେ ଲାଗିଛନ୍ତି । ସେହିପରି ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର ‘E’ ବା ରେଳବାଇ କ୍ୱାର୍ଟର୍ସରେ ଏକ ଅଭିନବ ଉପାୟରେ ଚୋରି ହୋଇଛି । ଭିଜିଲାନ୍ସ ଅଧିକାରୀ କହି ରେଳବାଇ କର୍ମଚାରୀଙ୍କ ଘରେ କଳାକନା ବୁଲାଇଦେଲେ କିଛି ଦୃବୁର୍ତ୍ତ । ନିଜକୁ ନକଲି ଅଫିସର ସଜାଇ କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ କାଗଜପତ୍ର ଲୁଟ କରିଥିବା ସୂଚନା ମିଳିଛି । ପୋଲିସ ଏନେଇ ସୂଚନା ପାଇବା ପରେ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking