32.1 C
Bhubaneswar
Friday, April 26, 2024
Homeଓଡିଶାଓଡିଶା ସଚିବାଳୟ କର୍ମଚାରୀ ମହାସଂଘର କରୋନା ସତର୍କତା ପ୍ରସ୍ତାବ

ଓଡିଶା ସଚିବାଳୟ କର୍ମଚାରୀ ମହାସଂଘର କରୋନା ସତର୍କତା ପ୍ରସ୍ତାବ

 
-କର୍ମଚାରୀଙ୍କୁ ମାଗଣାରେ ବଶିୁଦ୍ଧ ପିଇବା ପାଣି, ସାନିଟାଇଜର, ଟିସୁ ପେପର , ମାସ୍କ ଯୋଗାଇ ଦିଆଯାଉ,
-କର୍ମଚାରୀଙ୍କ ବସିବା ସ୍ଥାନକୁ ଭଲଭାବରେ ନିୟମିତ ବିଶୋଧନ କରାଯାଉ ,
– ଅବସ୍ଥା ନିୟନ୍ତ୍ରଣ ରେବା ପର୍ଯ୍ୟନ୍ତ ଫିଜିକାଲ ନଥିର ବ୍ୟବହାର ନିଷେଧ କରାଯାଉ ,
– ସଚିବାଳୟ ପରିସର ଓ ପରିଶ୍ରାଗାର ଗୁଡିକୁ ପରିଷ୍କାର କରିବା ସହିତ ନିୟମିତ ଅନ୍ତରରର ବିରଶାଧନ
କରାଯାଉ,
– ସଚିବାଳୟ ପରିସରରର ଥିବା ଚା’ , ଜଳଖିଆ ଦୋକାନ ଓ କ୍ୟାଟିନ ସବୁରେ ଗରମ , ତଟକା ଓ
ପ୍ୟାକେଟ ଖାଦ୍ୟ ପରିରବେଣ ପାଇଁ ନିର୍ଦେଶ ଦିଆଯାଉ ,
– ଗ୍ଳାସ / ଧାତୁ ନିର୍ମିତ ପିଆଲା / ବାସନ ପରିବର୍ତେ ଡିସପୋଷେବଲ ପିଆଲା / ବାସନ
ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଉ,
– ସଚିବାଳୟକୁ ଆସୁଥିବା ଅଣକର୍ମଚାରୀ / ଅତିଥିଙ୍କ ସଂଖ୍ୟା ଉପରର ଅଙ୍କୁଶ ଲଗାଇବା ସାଙ୍ଗକୁ
ସେମାନଙ୍କ ଗତିବିଧି ଉପରେ ନିୟନ୍ତ୍ରଣ ରଖାଯାଉ
ଏହିପରି କରୋନା ପ୍ରତିଷେଧକ ପାଇଁ ସଚିବାଳୟ କର୍ମଚାରୀଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking