33.1 C
Bhubaneswar
Monday, May 6, 2024
Homeଓଡିଶାନିର୍ବାଚନୀ ଯାଞ୍ଚ ବେଳେ ସୀମାନ୍ତ ରୁଚିଦାରୁ ଦେଢ଼ ଲକ୍ଷ ଟଙ୍କା ଜବତ

ନିର୍ବାଚନୀ ଯାଞ୍ଚ ବେଳେ ସୀମାନ୍ତ ରୁଚିଦାରୁ ଦେଢ଼ ଲକ୍ଷ ଟଙ୍କା ଜବତ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ସୀମାନ୍ତ ରୁଚିଦା ନାକା ପୋଷ୍ଟଠାରେ ସୋମବାର ପୁଲିସ୍‌ର ଚେକିଂ ଚାଲିଥିବା ବେଳେ ଛତିଶଗଡ଼ ରାଜ୍ୟ ଚିରରା ଗ୍ରାମର ବିଜୟ ସାହୁ (୩୧ବର୍ଷ)ଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ଜବତ ହୋଇଛି। ସେ କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ଧରି ଯାଉଥିଲା ତା’ର ହିସାବ ଦେଇପାରି ନଥିବାରୁ ପୁଲିସ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଅମ୍ବାଭୋନା ଥାନାଧିକାରୀ ବିପିନ ବାଗଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ସତ୍ୟାନନ୍ଦ ଭୋଇ ଏବଂ ପୁଲିସ କର୍ମଚାରୀ ଏହି ଚେକିଂ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking