29.1 C
Bhubaneswar
Saturday, April 27, 2024
Homeଅପରାଧଡକାୟତି ଯୋଜନାକୁ ପଣ୍ଡ କଲା ଯାଜପୁରରୋଡ ପୋଲିସ

ଡକାୟତି ଯୋଜନାକୁ ପଣ୍ଡ କଲା ଯାଜପୁରରୋଡ ପୋଲିସ

ଯାଜପୁର : ଯାଜପୁରରୋଡ ପୋଲିସ ଏକ ବଡ ଧରଣ ଡକାୟତି ଯୋଜନା କୁ ପଣ୍ଡ କରିଛି । 4 ଜଣ ଡକାୟତକୁ ଧରି ବାର ସକ୍ଷମ ହୋଇଛି । ସେମାନଙ୍କୁ ଠାରୁ ମାରଣାସ୍ତ୍ର ୨ଟି ବାଇକ ଓ ଅନ୍ୟାନ୍ୟ ଡକାୟତି ସରଜାମ ଜବତ କରିଛି ଯାଜପୁରରୋଡପୋଲିସ । ମୁଣ୍ଡମାଳରେ ଥିବା ମାଉସୀ ମା ମନ୍ଦିର ନିକଟରେ 7ଜଣ ଡକାୟତ ଗାୟତ୍ରୀ ବିହାରରେ ଡାକୟତ କରିବା ପାଇଁ ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ଖବର ପୋଲିସ ପାଇ ଥାନା ଅଧିକାରୀ ଆନୀଳ କୁମାର ମହାନ୍ତିଙ୍କ ନିଦ୍ଧେଶକ୍ରମେ ପବିତ୍ର ମହାରଣା ମନୋଜବରା. ସୁବାସ ମୁଦୁଲି. ମିନତୀ ବେହେରା ପ୍ରମୁଖ SI. ଚଢ଼ାଉ କରି 4ଜଣକୁ କାବୁ କରିଥିଲେ 3ଜଣ ଫେରାର ହୋଇ ଯାଇଥିଲେ । ଡକାୟତ ମାନଙ୍କ ଠାରୁ ଭୁଜାଲି. ଲୁହା ରଡ ଠେଙ୍ଗା ମୋବାଇଲ wireless.speaker ବହୁ ସରଞ୍ଜାମ ଜବତ କରିଛନ୍ତି । ଆସାମୀମାନେ ହେଲେ ଛିନ୍ନମୟ ପ୍ରଧାନ (..19)ମନୋଜ ପାତ୍ର (25).ମୁଣ୍ଡମାଳ ଅଞ୍ଚଳ ଓ ଆକାଶ କୁମାର (26)ପନାଶିଆ ଶ୍ରୀକାନ୍ତ ସାହୁ (ଚଗୁଲୁ )ଲଷ୍ମୀନଗର ବୋଲି ଜଣାପଡିଛି ପୋଲିସ କେଶ ନଂ 376/2020ରେ ଏକ ମକଦ୍ଦମା ରୁଜୁ କରିଛି ।399/402I.p.c/4.E.S.ACt.ଦଫା ରେ ଆସାମୀମାନଙ୍କୁ ଗିରଫ କରି ଯାଜପୁର ରୋଡ କୋର୍ଟକୁ ପଠାଇଛି ଫେରାର ଆସାମୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରିରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking