30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ରବିଙ୍କ ପ୍ରଭାବରୁ ବ୍ୟବସାୟରେ ସମସ୍ତ ସମସ୍ୟା ଦୂର ହେବ । ଧନଲାଭର ସୁଯୋଗ ଆସିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଗୁଁ ଲାଭାବନ୍ ହେବେ ।

ବୃଷ : ଆଜି ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ସଫଳତା ଲାଭକରିବେ । ବାକ୍ ସଂଯମ ଦ୍ୱାରା ଅନେକ କାର୍ଯ୍ୟରେ ସିଦ୍ଧିଲାଭ କରିବେ । ଆର୍ଥିକ ସଂକଟ ଦେଖାଦେବ ।

ମିଥୁନ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଭୂମି ବାହନ ଇତ୍ୟାଦି କ୍ରୟର ସୁଯୋଗ ମିଳିବ । ଶାରୀରିକ ସୁସ୍ଥତା ଦୂର ହେବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଧର୍ମ ପରାୟଣ ହେବେ ।

କର୍କଟ : ଆକସ୍ମିକ ଧନଲାଭ ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବେ । ରୋଗ ମୁକ୍ତି ହେବ । ମାନସିକ ବୃଦ୍ଧି ପାଇବ ।

ସିଂହ : ଆଜି ରହାହୁଙ୍କ ପ୍ରଭାବରୁ ବ୍ୟବସାୟରେ ଲାଭକ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ଉନ୍ନତିର ଆଶ କମ୍ । ଆର୍ଥିକ ଅଭାବ ଦେଖାଦେଇପାରେ । ବନ୍ଧୁମାନଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି । ମହିଳାମାନେ ଧର୍ମ କାର୍ଯ୍ୟରେ ମନଦେବେ ।

କନ୍ୟା : ବ୍ୟବସାୟରେ ଲାଭବାନ୍ ହେବେ । ଗୃହ ଭୂମି ଇତ୍ୟାଦି କ୍ରୟର ସୁଯୋଗ ଆସିବ । ଆର୍ଥିକ ଉନ୍ନତି ହେବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ପାରିବାରିକ ଶାନ୍ତି ବୃଦ୍ଧିପାଇବ ।

ତୁଳା : କର୍ମକ୍ଷେତ୍ରରେ ଉନ୍ନତି ହେବ । ବାଧାବିଘ୍ନ ଦୂର ହୋଇପାରେ । ଲାଭପ୍ରଦ ପରିସ୍ଥିତି ସୃଷ୍ଟି ହେବ । ପାରିବାରିକ ଚିନ୍ତା ବୃଦ୍ଧି ପାଇବ । ଅତ୍ୟଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ସଫଳତା ମିଳିବ । ମହିଳାମାନେ ଚିନ୍ତିତ ରହିବେ ।

ବିଛା : ବ୍ୟବସାୟରେ ସଫଳତା ଲାଭ କରିବେ । ବିଭିନ୍ନ ସମସ୍ୟାର ସମାଧାନ ହେବ । ରୋଜଗାର ବୃଦ୍ଧିପାଇବ । ପାରିବାରିକ ଶାନ୍ତି ବୃଦ୍ଧିପାଇବ । ମହିଳାମାନେ ଅର୍ଥ ପାଇବେ ।

ଧନୁ : ଆଜି ଶନିଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ହୋଇପାରିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ବାଧାବିଘ୍ନ ଦୂର ହେବ । ଦୂରଯାଗାକୁ ଯାଇପାରନ୍ତି ।

ମକର : ଆଜି ସାମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ । ପାରିବାରିକ ଶାନ୍ତି ମିଳିବ ।

କୁମ୍ଭ : ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମି ବାହନ ଇତ୍ୟାଦି କ୍ରୟ କରିପାରନ୍ତି । ମାନସମ୍ମାନ ବୃଦ୍ଧିପାଇବ । ଶ।।ରୀରିକ ସୁସ୍ଥତା ବୃଦ୍ଧିପାଇବ ।

ମୀନ : ଆଜି କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭକରିବେ । ଆକସ୍ମିକ ଧନଲାଭ ହେବ । ବ୍ୟବସାୟରେ ଲାଭାବନ୍ ହେବେ । ଆର୍ଥିକ ସ୍ଥିତି ମଜବୁତ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking