40.1 C
Bhubaneswar
Friday, May 3, 2024
Homeଓଡିଶାଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ , ସ୍ତ୍ରୀ ମୃତ

ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ , ସ୍ତ୍ରୀ ମୃତ

ବୌଦ୍ଧ : ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ , ସ୍ତ୍ରୀ ମୃତ ; ବର୍ତ୍ତିଗଲେ ୨ ଶିଶୁ । ଟାଉନ ଥାନା ମହାନଦୀ ବ୍ରିଜ୍ ଉପରେ ଦମ୍ପତିଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣା ସ୍ଥଳରେ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ମୃତ । ଦମ୍ପତି ୨ ପିଲାଙ୍କ ସହ ବ୍ରିଜରେ ଛିଡାହୋଇ ମହାନଦୀ ପାଣି ଦେଖୁଥିଲେ । ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଫେରାର ।

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking