32.1 C
Bhubaneswar
Friday, May 17, 2024
Homeଓଡିଶାଅସହ୍ୟ ତାତି ; ରାଜ୍ୟରେ ଅଂଶୁଘାତରେ ୨ ମୃତ

ଅସହ୍ୟ ତାତି ; ରାଜ୍ୟରେ ଅଂଶୁଘାତରେ ୨ ମୃତ

ଭୁବନେଶ୍ୱର : ଆଉ ସହି ହେଉନି ତାତି । ପ୍ରବଳ ଖରା ; ତେଲ କଡେଇରେ ଭାଜି ହେଉଛି ଓଡିଶାବାସୀ । ଖରା ଯୋଗୁଁ ଅନେକ ଲୋକ ଅଂଶୁଘାତର ଶିକାର ମଧ୍ୟ ହେଉଛନ୍ତି । ତେବେ ରାଜ୍ୟରେ ଅଂଶୁଘାତରେ ସରକାରୀ ଭାବେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୋମବାର ଏହି ଖବର ସାମ୍ନାକୁ ଆସିଛି । ଏବଂ ବର୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ କୁ ବୃଦ୍ଧି ପାଇଛି । ଏହାସହ ସୁନ୍ଦରଗଡରେ ସର୍ବାଧିକ ୬୦ ଓ ମୟୂରଭଂଜରେ ୪୦ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking