30.1 C
Bhubaneswar
Saturday, May 4, 2024
Homeଓଡିଶାବିଜେପିରେ ମିଶିଲେ ସୀମା ନାୟକ

ବିଜେପିରେ ମିଶିଲେ ସୀମା ନାୟକ

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । କାଲି ରାତିରେ ବିଜେଡିରୁ ଇସ୍ତଫା ଦେଇଥିଲେ ସୀମାରାଣୀ । ବିଜେଡି ମହେଶ ସାହୁଙ୍କୁ ଟିକେଟ ଦେବାରୁ ଦଳ ଛାଡିଥିଲେ ସୀମା । ସୀମାରାଣୀ ଦୁଇ ଥରର ବିଜେଡ଼ି ବିଧାୟିକା । ୨୦୧୪ରୁ ୨୦୧୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଟିକଟରେ ବିଧାୟିକା ହୋଇଛନ୍ତି । ୨୦୧୪ରେ ସେ ବିଜେଡି ପ୍ରତିନିଧି ଭାବରେ ହିନ୍ଦୋଳ ଆସନରୁ ନିର୍ବାଚନ ଲଢ଼ିଥିଲେ । ଏଠାରୁ ୩ ଥର ନିର୍ବାଚନ ଜିତିଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ଟିକଟ କାଟିଥିଲା ବିଜେଡି । ଦଳ ସୀମାରଣୀଙ୍କୁ ଭରଷା କରିଥିଲା ।

ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking