30.1 C
Bhubaneswar
Friday, May 3, 2024
Homeଓଡିଶାହଜାର ହଜାର ସମର୍ଥକଙ୍କ ସହ ନିମାପଡାରେ ସମୀରଙ୍କ ସଭା

ହଜାର ହଜାର ସମର୍ଥକଙ୍କ ସହ ନିମାପଡାରେ ସମୀରଙ୍କ ସଭା

କୋଣାର୍କ : ଟିକେଟ କଟିବା ପରେ ବଢୁଛି ଅସନ୍ତୋଷ । ଟିକେଟ କଟିବା ପରେ ଶକ୍ତି ଦେଖାଇଲେ ସମୀର ଦାଶ । ହଜାର ହଜାର ସମର୍ଥକଙ୍କ ସହ ନିମାପଡାରେ ସମୀରଙ୍କ ସଭା । ଟିକେଟ ନେଇ ପୁନଃବିଚାର ଦାବିରେ ରାଲି । ଟିକେଟ ନେଇ ପୁନର୍ବିଚାର ପାଇଁ ସମର୍ଥକଙ୍କ ଦ୍ୱାରା ଏ ସମାବେଶ କହିଲେ ସମୀର ।

ବିଜେଡିର ଏଆଇ ପ୍ରଚାର!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking