33.1 C
Bhubaneswar
Friday, May 3, 2024
Homeଓଡିଶାଟିକେଟ କିଏ ଓ କାହିଁକି କାଟିଛନ୍ତି ଜାଣିନି : ଅମର ଶତପଥୀ

ଟିକେଟ କିଏ ଓ କାହିଁକି କାଟିଛନ୍ତି ଜାଣିନି : ଅମର ଶତପଥୀ

ଭୁବନେଶ୍ୱର : ଅମର ଶତପଥୀଙ୍କ ଟିକେଟ କଟିବା ପରେ ସମର୍ଥଙ୍କ ଅସନ୍ତୋଷ । ଅମରଙ୍କ ଭୁବନେଶ୍ୱର ବାସଭବନରେ ଏକାଠି ହେଲେ ସମର୍ଥକ । ମୁଖ୍ୟମନ୍ତ୍ରୀ ଟିକେଟ ନେଇ ପୂନର୍ବିଚାର କରିବାକୁ ଦାବି କଲେ ସମର୍ଥକ । ତେବେ ଟିକେଟ କଟିବା ପରେ ବଡଚଣା ବିଧାୟକ ଅମର ଶତପଥୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏଭଳି ନିଷ୍ପତି କାହିଁକି ହେଲା ଜାଣିନି । ଟିକେଟ କିଏ ଓ କାହିଁକି କାଟିଛନ୍ତି ଜାଣିନି । ମୁଁ ଦଳରେ ଅଛି ମୋର ଦଳ ପରିବର୍ତ୍ତନ କରିବାର ନାହିଁ । ବଡଚଣା ସହ ୪୦ ବର୍ଷର ସଂପର୍କ, ଲୋକ ଦେଖା କରିବାକୁ ଆସୁଛନ୍ତି କହିଲେ ଅମର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking