38.1 C
Bhubaneswar
Friday, May 3, 2024
Homeଓଡିଶାବିଜେଡିର ଏଆଇ ପ୍ରଚାର!

ବିଜେଡିର ଏଆଇ ପ୍ରଚାର!

ଭୁବନେଶ୍ୱର : ବିଜେଡିକୁ ବିଜେପି ରଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ । ଲଢେଇ ନେଇ ଆମ ନେତୃତ୍ୱ ଭିତରେ ସ୍ପଷ୍ଟତା ଥିଲା । ମିଡିଆ ବା ଅନ୍ୟ ଜରିଆରେ ଶାସକ ଦଳ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଥିଲା । ଏ ଯେଉଁ ମୁହାଁମୁହିଁ ଲଢେଇ ହେବ, ଫଳ କଣ ହେବ ଲୋକେ ଜାଣିଛନ୍ତି । ପ୍ରଚଣ୍ଡ ପ୍ରଚାର ହେବ, ମୋଦି, ଶାହ, ଯୋଗୀ, ବିଶ୍ୱଶର୍ମା ଆସିବେ । ବହୁତ ବଡ ପ୍ରଚାର କରିବେ, ଅପରପକ୍ଷରେ ଭର୍ଚୁଲ ପ୍ରଚାର ହେବ । କେବଳ ଭର୍ଚୁଆଲ ନୁହେଁ ଏଆଇ ପ୍ରଚାର ହେବ । ଏଠିକା ଶାସକ ଦଳ ନେତା ବସିକି କେଉଁଠି ବାଇଟ୍ ଦେଇ ନାହାନ୍ତି । ଏଇଟା କମ୍ପ୍ୟୁଟର ଜେନେରେଟ୍ ହୋଇ ବାହାରୁଛି । ବାତାବରଣ ସପକ୍ଷରେ ଅଛି, ୪୦/୨୦ ଦିନ ପ୍ରଚାର ସପକ୍ଷରେ ଯିବ । ଓଡିଶା ଲୋକେ ଆଗକୁ ମୋଦି ଓ ପଦ୍ମଫୁଲ ଉପରେ ଭରଷା ରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking