35.1 C
Bhubaneswar
Wednesday, May 8, 2024
HomeUncategorizedଯାଜପୁର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ

ଯାଜପୁର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ

ଯାଜପୁର:ଯାଜପୁର ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ । ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଗୁଡିକ ଉଚ୍ଛେଦ । ବିଛାଖଣ୍ଡି ଅଞ୍ଚଳରୁ ଆରମ୍ଭ ହେଲା ଏହି ଉଛେଦ ପ୍ରକ୍ରିୟା । ଜିଲା ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଯାଜପୁର ଏଡିଏମ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଏସ୍ଡ଼ିପିଓ ଚିନ୍ମୟ କୁମାର ନାୟକ, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଶୀତଲ ଅଗ୍ରୱାଲ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ସମେତ ୩ସେକ୍ସନ ପୋଲିସ ଫୋର୍ସ ମୁତୟନ। ପର୍ବରୁ ଏହି ତହସିଲ ଅଧିନ ୪୨ଗୋଟି ବେଆଇନ କ୍ରସର ୟୁନିଟକୁ ଉଛେଦ କରିବା ପାଇଁ ନୋଟିସ ଜାରି କରିଥିଲା ଧର୍ମଶାଳା ତହସିଲ ପ୍ରଶାସନ। ତଦନୁଯାୟୀ ପ୍ରଶାସନ ପକ୍ଷରୁ ଆଜି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପର୍ଯ୍ୟାୟକ୍ରମେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଏଡିଏମ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
https://onakhabar.com/2020/03/04/bjp-worker-leave-group/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking