26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗବିପୁଳ ପରିମାଣରେ ରତ୍ନ ପଥର ଜବତ

ବିପୁଳ ପରିମାଣରେ ରତ୍ନ ପଥର ଜବତ

ରାୟଗଡା: ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରୁ ବିପୁଳ ପରିମାଣରେ ରତ୍ନ ପଥର ଜବତ କରିଛି ରାୟଗଡା ପୋଲିସ ଓ କ୍ରାଇମବ୍ରାଞ୍ଚ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି  କ୍ରାଇମବ୍ରାଞ୍ଚ ଓ ରାୟଗଡା ପୁଲିସ ମିଳିତ ଚଢ଼ାଉ କରି ପ୍ରାୟ 155 kg ରତ୍ନ ପଥର ଜବତ କରାଯାଇଛି। ଏହି ଘଟଣା ରେ ଜିତେନ୍ଦ୍ର କୁମାର ବେହେରା ନାମକ ଜଣେ ଅଟକ ରଖିଥିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଜିତେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନେଇ ତଦନ୍ତ କରିବ ବୋଲି ସୂଚନା ମିଳିଛି। ତେବେ କେଉଁ ସ୍ଥାନରୁ ଆଣି ଏହା ଗଛିତ ରଖିଥିଲେ ତାହା ଜଣାପଡିନାହିଁ। ଏହାର ତଦନ୍ତ ଜାରି ରହିଛି, ତେଣୁ କିଛି ମତାମତ ମିଳିନାହିଁ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking