28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବଢିଲା ବସ୍ ଭଡା

ବଢିଲା ବସ୍ ଭଡା

ଭୁବନେଶ୍ୱର: ତେଲ ବଢିବାରୁ ପୁଣି ବଢିଛି ବସ୍ ଭଡା । ବର୍ଦ୍ଧିତ ଦର ଅନୁଯାୟୀ , ଅର୍ଡିନାରୀ ବସ୍ ଭଡା ୭୨ରୁ ବଢି ୭୩ ପଇସା ହୋଇଥିବା ବେଳେ ଏକ୍ସପ୍ରେସ ଭଡା କିମି ୭୫ ପଇସାରୁ ବଢି ୭୬ ପଇସା ହୋଇଛି । ସେହିଭଳି ଡିଲକ୍ସ ବସ ଭଡା ୧ ଟଙ୍କା ୦୫ରୁ ବଢି ୧ ଟଙ୍କା ୦୭ ହୋଇଛି । ଏସି ଡିଲ୍କସ କିମି ପିଛା ୧ ଟଙ୍କା ୨୭ରୁ ବଢି ୧ ଟଙ୍କା ୨୯ ହୋଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରୁ ରାଜ୍ୟରେ ପୁଣି ଥରେ ବସ ଭଡା ବୃଦ୍ଧି ପାଇଛି । ଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବାରୁ ସରକାର ବସ ଭଡା ବଢ଼ାଇଛନ୍ତି । ବସ ଭଡା ବୃଦ୍ଧି ପାଇବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking