32.1 C
Bhubaneswar
Friday, April 26, 2024
Homeଓଡିଶାପରସ୍ପର ମଧ୍ୟରେ ଭଲପାଇବା ଓ ଆନ୍ତରିକତା ବଢାଏ ହଗ୍

ପରସ୍ପର ମଧ୍ୟରେ ଭଲପାଇବା ଓ ଆନ୍ତରିକତା ବଢାଏ ହଗ୍

ଭୁବନେଶ୍ୱର : ହଗ୍ ର ଅର୍ଥ ଆଲିଙ୍ଗନ । ଦୁଖଃ ରେ ଥାନ୍ତୁ ବା ଖୁସିରେ ଥାନ୍ତୁ ନିଜର ଲୋକଟି ଆଲିଙ୍ଗନ କଲେ ମନକୁ ଶାନ୍ତି ମିଳେ । ଏହି ଦିନଟି ୧୨ ଫ୍ରେବୃୟାରୀ ରେ ପଡିଥାଏ । ଏହି ଦିନ ଭାଲେଣ୍ଟଇନ୍ ସପ୍ତାହର ସବୁଠାରୁ ମହତ୍ୱ ପୂଣ୍ଣ ଦିନ ବୋଲି କୁହନ୍ତି ।

ଆଲିଙ୍ଗନ କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲପାଇବା ଓ ଆନ୍ତରିକତା ବଢିଥାଏ । କିଛି ରିସର୍ଚରୁ ଜଣାପଡିଛି ଯେ ହଗ୍ କରିବା ଦ୍ୱାରା ଷ୍ଟ୍ରେସ୍ କମିବା ସହ ମାନସିକ ଶାନ୍ତି ମିଳିଥାଏ ।

ଯଦି ଆପଣ ମହିଳା ମିତ୍ର ଙ୍କୁ ହଗ୍ କରୁଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ସ୍ପର୍ଶରୁ ସେ ଆପଣଙ୍କ ଉଦ୍ଦେଶ୍ୟକୁ ବୁଝିପାରିବେ ତେଣୁ ଏଥିପ୍ରତି  ନିହାତି ଦୃଷ୍ଟିି ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking