28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଅସହାୟଙ୍କ ଆଶ୍ରୟସ୍ଥଳୀରେ ଗାନ୍ଧୀ ଜୟନ୍ତୀ ପାଳନ

ଅସହାୟଙ୍କ ଆଶ୍ରୟସ୍ଥଳୀରେ ଗାନ୍ଧୀ ଜୟନ୍ତୀ ପାଳନ

ନୟାଗଡ : ନୟାଗଡ ଜିଲ୍ଲାର ସହରାଂଚଳ ପୌର ପରିଷଦ ଅଧୀନରେ ଥିବା ଅସହାୟଙ୍କ ଆଶ୍ରୟସ୍ଥଳୀରେ ଅସହାୟ, ବୃଦ୍ଧା ଓ ବୃଦ୍ଧଙ୍କ ଗହଣରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଭାତ ଫେରି ସହିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ପର୍ବ ପାଳନ କରାଯାଇଛି । ଏଇ ଅବସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ ଦାମୋଦର ସାହୁ ଯୋଗ ଦେଇ ସେଠାରେ ଥିବା ଅନ୍ତେବାସୀ ମାନଙ୍କ ପାଇଁ କାମନା କରି ଗାନ୍ଧିଜୀଙ୍କ ସ୍ମୁତି ଚlରଣ କରିଥିଲେ । ଶେଷରେ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଶକୁମାର ଜେନାଙ୍କ ସହିତ କୈଳାଶ ଚନ୍ଦ୍ର ପରିଡା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅଶୋକ ଉତ୍ତର କବାଟ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking