28.1 C
Bhubaneswar
Saturday, April 27, 2024
Homeଓଡିଶାମହାପ୍ରଭୁଙ୍କ ଶ୍ରୀମନ୍ଦିରର ସରଘରେ ଅଗ୍ନିକାଣ୍ଡ

ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସରଘରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ସର ଘରେ ନିଆଁ ଲାଗିଛି । ମହାପ୍ରଭୁଙ୍କ ମହାପ୍ରସାଦ ରୋଷେଇ ସାମଗ୍ରୀ ରହୁଥିବା ସରଘରେ ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲେ ହେଁ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ । ଖବର ଅଧିକାରୀମାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଅଘଟଣର କାରଣ ବିଷୟରେ ଅନୁଧ୍ୟାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking