32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମୁମ୍ବାଇରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତିବ୍ରତା ୩.୫ ରେକର୍ଡ଼

ମୁମ୍ବାଇରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତିବ୍ରତା ୩.୫ ରେକର୍ଡ଼

ମୁମ୍ବାଇ : ମହାରାଷ୍ଟ୍ରରେ ଲଗାତାର ଭୂକମ୍ପର ଝଟକା ଅନୁଭବ ହେଉଛି । ଆଜି ପୁଣି ମୁମ୍ବାଇରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏନସିଏସଙ୍କ ସୂଚନା ଅନୁଯାୟୀ, ଭୋର ୫ଟା ୩୦ ମଧ୍ୟରେ ଭୂକମ୍ପ ଅନୁଭବ ହେବା ସହ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ମୁମ୍ବାଇର ଉତ୍ତରଦିଗରେ ୯୮ କିଲୋମିଟର ଦୂର ଥିଲା ବୋଲି ଜଣାପଡ଼ିଛି । ଏହାସହ ଶୁକ୍ରବାର ସକାଳ ୭ଟା ୬ରେ ନାସିକ ନିକଟରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ଼ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking