30.1 C
Bhubaneswar
Friday, April 26, 2024
Homeଓଡିଶାହୀରାକୁଦରେ ୧୦ଟି ଗେଟରେ ଜଳ ନିଷ୍କାସନ

ହୀରାକୁଦରେ ୧୦ଟି ଗେଟରେ ଜଳ ନିଷ୍କାସନ

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଆଜି ଖୋଲିଛି ଆଉ ଦୁଇଟି ଗେଟ । ଆଜି ସକାଳ ଠାରୁ ୩ ଟି ପର୍ଯ୍ୟାୟରେ ୬ଟି ଗେଟ ଖୋଲିଛି । ବର୍ତମାନ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଡ୍ୟାମର ସର୍ବାଧିକ ୬୩୦ ଫୁଟ ଜଳଧାରଣା କ୍ଷମତା ଥିବାବେଳେ ଆଜି ସକାଳ ୯ଟାରେ ଡ୍ୟାମରେ ଜଳସ୍ତର ଥିଲା ୬୩୦ ଫୁଟ । ଗେଟ ଦେଇ ପ୍ରତି ସେକେଣ୍ଡରେ ୧,୮୪,୩୧୪ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ସମାନ ପରିମାଣର ଜଳ ପ୍ରବେଶ କରୁଛି ।

ହାଇଦର ଏନକାଉଣ୍ଟର: ଓଏଚଆରସିଙ୍କ ନୋଟିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking