ହାଇଦର ଏନକାଉଣ୍ଟର: ଓଏଚଆରସିଙ୍କ ନୋଟିସ

ଭୁବନେଶ୍ୱର: ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ସହିତ ନୋଟିସ ଜାରି କରିଛନ୍ତି ମାନବାଧିକାର କମିଶନ । ଗୃହ ବିଭାଗ ଏସିଏସ, ପୋଲିସ ଡିଜି, ଜେଲ ବିଭାଗ ଡିଜିଙ୍କୁ ନୋଟିସ ଜାରି କରାଯାଇଛି । ଟ୍ୱିନ ସିଟି ପୋଲିସ କମିଶନରଙ୍କୁ ମଧ୍ୟ ଓଏଚଆରସି ନୋଟିସ ଜାରି … Continue reading ହାଇଦର ଏନକାଉଣ୍ଟର: ଓଏଚଆରସିଙ୍କ ନୋଟିସ