29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଯବାନଙ୍କ ସହ ଦଶହରା ମନାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଯବାନଙ୍କ ସହ ଦଶହରା ମନାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ : ଯବାନଙ୍କ ସହ ଦଶହରା ମନାଇବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସିକ୍କିମ୍‌ରେ LACରେ ଅସ୍ତ୍ର ପୂଜା କରିବେ। ପୂର୍ବ ଲଦ୍ଦାଖରେ ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବାବେଳେ LACରେ ଯବାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସିକ୍କିମରେ ଭାରତୀୟ ସେନା ସହ ଦଶହରା ପାଳନ କରିବେ। ୨୦୧୯ରେ ରାଜନାଥ ବିଜୟାଦଶମୀ ଅବସରରେ ଫାନ୍ସରେ ଶସ୍ତ୍ର ପୂଜା କରିଥିଲେ। ଏହି ୨ ଦିନିଆ ଗସ୍ତ ଅବସରରେ ଶନିବାର ଦାର୍ଜିଲିଂରେ ଯବାନଙ୍କୁ ଭେଟିଥିଲେ। ଫରୱାର୍ଡ ଅଞ୍ଚଳରେ ସେନାର କିପରି ପ୍ରସ୍ତୁତି ରହିଛି ସେନେଇ ସମୀକ୍ଷା କରିଥିଲେ ରାଜନାଥ। ପ୍ରତ୍ୟେକ ପରିସ୍ଥିତିରେ ପ୍ରସ୍ତୁତ ରହିବାକୁ ଯବାନଙ୍କୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking