32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସନ୍ଦେହ ଜନକ ଭାବେ ଯୁବକଙ୍କ ମୃତ ଦେହ ଉଦ୍ଧାର

ସନ୍ଦେହ ଜନକ ଭାବେ ଯୁବକଙ୍କ ମୃତ ଦେହ ଉଦ୍ଧାର

ନୟାଗଡ଼ :ନୟାଗଡ଼ ସଦରଥାନା ବାଲୁଗାଁ ସହରସାହିରେ ଘରଭିତରୁ ସନ୍ଦେହ ଜନକ ଭାବେ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ହେଲେ ମିଟୁଆଣି ଗାଁର କାଳିଆ ନାୟକ। କାଳିଆ ଦୀର୍ଘଦୀନ ଧରି ତାଙ୍କ ଶଶୁର ଘର ବାଲୁଗାଁ ସହରସାହିରେ ରହିଆସୁଥିଲେ। ଆଜି ତାଙ୍କ ମ୍ରୁତଦେହ ଘରଭିତରେ ପଡିଥିବାର ଦେଖି ଶଶୁର ଘର ପକ୍ଷରୁ ଥାନାରେ ଖବର ଦିଆଯାଇଥିଲା। ପୋଲିସ ପହଚିଂ ମୃତ ଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି। ତେବେ ପାରିପାଶିକ ଅବସ୍ଥାକୁ ଦେଖି ପୋଲିସ ସଂନ୍ଦେହରେ ଯୁବକଙ୍କ ସ୍ତ୍ରୀ ଓ ଶଳାଙ୍କୁ ଅଟକ ରଖିବା ସହ ତଦନ୍ତ ଜାରିରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking