32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପୋଖରୀରୁ ମୋଟର ସାଇକେଲ ସହ ମୃତ ଦେହ ଉଦ୍ଧାର

ପୋଖରୀରୁ ମୋଟର ସାଇକେଲ ସହ ମୃତ ଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝରର ମଇଦାନକେଲ ଗାଁ ପୋଖରି ରୁ ମିଳିଲା ମୋଟର ସାଇକେଲ ସହ ଆରୋହୀ ଙ୍କର ମୃତ ଦେହ । ମୃତକ ହେଲେ ସେହି ମଇଦାନକଲେ ଗାଁ ର ଭରତ ମହାନ୍ତ । ଗତ କାଲି ରାତିରେ ମୋଟର ସାଇକେଲ ରେ ନିଜ ଘରକୁ ଫେରୁଥିବା ସମୟ ରେ ଭାରସାମ୍ୟ ହରାଇ ପୋଖରି ରେ ପଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଏ । ସକାଳୁ ସକାଳୁ ଗାଁ ଲେକେ ଦେଖି ଅଗ୍ନୀଶମ ବାହିନୀ କୁ ଖବର ଦେଇଥିଲେ । ଓ ଅଗ୍ନିଶମ ବାହିନୀ ପୋଖରିରୁ ମୃତ ଦେହ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନାହିଁ । ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପତିଵ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking